速報APP / 圖書與參考資源 / ଓଡ଼ିଶାର ଇତିହାସ - History of Odisha

ଓଡ଼ିଶାର ଇତିହାସ - History of Odisha

價格:免費

更新日期:2019-07-19

檔案大小:4.0M

目前版本:1.0

版本需求:Android 4.0.3 以上版本

官方網站:http://historyisfun1111.blogspot.com/

Email:amiliyafreel@gmail.com

聯絡地址:Taman Permatang Shah Bandar 26400 Bandar Jengka Malaysia

ଓଡ଼ିଶାର ଇତିହାସ - History of Odisha(圖1)-速報App

(Englsih)

ଓଡ଼ିଶାର ଇତିହାସ - History of Odisha(圖2)-速報App

The name Odisha refers to the current state in India. In different eras the region and parts of the region were known by different names. The boundaries of the region also have varied over the ages.

ଓଡ଼ିଶାର ଇତିହାସ - History of Odisha(圖3)-速報App

Human history in Odisha begins in the Lower Paleolithic era, as Acheulian tools dating to the period have been discovered in various places in the region.[1] The early history of Odisha can be traced back to the mentions found in ancient texts like the Mahabharata, Maha Govinda Sutta and some Puranas. In 261 BCE, Ashoka of the Mauryan dynasty conquered the region in the bloody Kalinga War which was fought at the banks of River Daya near present-day Bhubaneswar. The resulting bloodshed and suffering of the war deeply affected Ashoka. He turned into a pacifist and converted to Buddhism. He sent peace emissaries to various neighbouring nations. Thus as an indirect consequence, the event caused the spread of Buddhism in Asia.

ଓଡ଼ିଶାର ଇତିହାସ - History of Odisha(圖4)-速報App

The region was also known to other kingdoms in region of East Indies due to maritime trade relations.

ଓଡ଼ିଶାର ଇତିହାସ - History of Odisha(圖5)-速報App

The year 1568 CE is considered a pivotal point in the region's history. In 1568 CE, the region was conquered by the armies of the Sultanate of Bengal led by the iconoclast general Kalapahad. The region lost its political identity. The following rulers of the region were more tributary lords than actual kings. After 1751, the Marathas gained control of the region for almost half a decade. In 1803, the region was passed onto the British empire. The British divided the region into parts of other provinces. In 1936, the province of Odisha was formed on the basis of populations of Odia-speaking people.

ଓଡ଼ିଶାର ଇତିହାସ - History of Odisha(圖6)-速報App

(ଓଡ଼ିଆ)

ଓଡ଼ିଶାର ଇତିହାସ - History of Odisha(圖7)-速報App

ଓଡ଼ିଶା ଭାରତର ଅନ୍ୟତମ ରାଜ୍ୟ। ଏହାର ଇତିହାସ ଭାରତର ଇତିହାସ ପରି ଅନେକ ପୁରୁଣା । ଭିନ୍ନ ଭିନ୍ନ ସମୟରେ ଏହି ଅଞ୍ଚଳ ଓ ଏହାର ପ୍ରାନ୍ତ ସବୁ ଭିନ୍ନ ଭିନ୍ନ ନାମରେ ଜଣାଥିଲା। ଏହାର ସୀମାରେଖା ମଧ୍ୟ ଅନେକ ସମୟରେ ପରିବର୍ତ୍ତିତ ହୋଇଛି ।

ଓଡ଼ିଶାର ଇତିହାସ - History of Odisha(圖8)-速報App

ଓଡ଼ିଶାର ମାନବ ଇତିହାସ ପୁରାତନ ପ୍ରସ୍ଥର ଯୁଗରୁ ଆରମ୍ଭ ହୋଇଥିବାର ପ୍ରମାଣ ମିଳେ । ଏଠାରେ ଅନେକ ସ୍ଥାନରୁ ଏହି ଯୁଗର ହାତ ହତିଆର ମିଳିଛି। ମାତ୍ର ପରବର୍ତ୍ତୀ ସମୟ ବିଶେଷ କରି ପ୍ରାଚୀନଯୁଗ ସମୟର ଘଟଣାବଳୀ ରହସ୍ୟମୟ । କେବଳ ମହାଭାରତ, କେତେକ ପୁରାଣ ଓ ମହା ଗୋବିନ୍ଦ ସୁତ୍ତ ପ୍ରଭୁତି ଗ୍ରନ୍ଥ ମାନଙ୍କରେ ଏହାର ଉଲ୍ଲେଖ ଦେଖିବାକୁ ମିଳେ । ଖ୍ରୀ.ପୂ. ୨୬୧ରେ ମୌର୍ଯ୍ୟ ବଂଶର ସମ୍ରାଟ ଅଶୋକ ଭୁବନେଶ୍ୱର ନିକଟସ୍ଥ ଦୟା ନଦୀ କୂଳରେ ଭୟଙ୍କର କଳିଙ୍ଗ ଯୁଦ୍ଧରେ ସେପର୍ଯ୍ୟନ୍ତ ଅପରାଯିତ ଥିବା କଳିଙ୍ଗକୁ ଦଖଲ କରିଥିଲେ । ଏହି ଯୁଦ୍ଧର ଭୟାଭୟତା ତାଙ୍କୁ ଏତେ ପରିମାଣରେ ପ୍ରଭାବିତ କରିଥିଲା ଯେ, ସେ ଯୁଦ୍ଧ ତ୍ୟାଗ କରି ଅହିଂସାର ପଥିକ ହୋଇଥିଲେ । ଏହି ଘଟଣା ପରେ ସେ ଭାରତ ବାହାରେ ବୌଦ୍ଧଧର୍ମର ପ୍ରଚାର ପ୍ରସାର ନିମନ୍ତେ ପଦକ୍ଷେପ ନେଇଥିଲେ ।

ପ୍ରାଚୀନ ଓଡ଼ିଶାର ଦକ୍ଷିଣ-ପୁର୍ବ ଏସିଆର ଦେଶ ମାନଙ୍କ ସହିତ ନୌବାଣିଜ୍ୟ ସମ୍ପର୍କ ରହିଥିଲା । ସିଂହଳର ପ୍ରାଚୀନ ଗ୍ରନ୍ଥ ମହାବଂଶରୁ ଜଣାଯାଏ ସେଠାର ପୁରାତନ ଅଧିବାସୀ ପ୍ରାଚୀନ କଳିଙ୍ଗରୁ ଯାଇଥିଲେ ।

ଦୀର୍ଘ ବର୍ଷ ଧରି ସ୍ୱାଧୀନ ରହିବାପରେ, ଖ୍ରୀ.ଅ. ୧୫୬୮ରେ ଏହି ଅଞ୍ଚଳ ବଙ୍ଗଳାର ସେନାପତି କଳାପାହାଡ଼ଦ୍ୱାରା ଅଧିକୃତ ହୋଇଥିଲା । ଖ୍ରୀ ଅ ୧୭୫୧ରେ ଏହି ଅଞ୍ଚଳ ମରାଠା ମାନଙ୍କ ଅଧୀନକୁ ଆସିଥିଲା । ୧୮୦୩ ମସିହାରେ ଇଂରେଜ ମାନେ ଏହି ଅଞ୍ଚଳକୁ ନିଜ ଅଧୀନକୁ ନେଇଥିଲେ। ଏ ସମୟକୁ ଓଡ଼ିଶାର ସ୍ୱାଧୀନ ସତ୍ତା ସୁଧା ବି ନଥିଲା ଓ ଏହା ଅନେକ ଗୁଡ଼ିଏ ଅଂଶରେ ବିଭାଜିତ ହୋଇଯାଇଥିଲା । ୧୯୩୬ ମସିହାରେ ବିଛିନ୍ନ ଅଞ୍ଚଳ ଗୁଡ଼ିକ ଏକତ୍ର କରାଯାଇ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ କରାଗଲା । ଭାଷାକୁ ନେଇ ଗଠିତ ଏହା ପ୍ରଥମ ରାଜ୍ୟ ଥିଲା ।